ଆଦି ପୁସ୍ତକ

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50


ଅଧ୍ୟାୟ 10

ନୋହର ପୁତ୍ରମାନେ ଥିଲେ, ଶମେ, ହାମ ଏବଂ ଯଫେତ୍। ବନ୍ଯାପରେ ଏହି ତିନିଜଣ ସମାନଙ୍କେର ସନ୍ତାନ ସନ୍ତତି ଜନ୍ମ ନଇେଥିଲେ।
2 ଯଫେତ୍ଙ୍କର ପୁତ୍ରମାନେ ହେଲ, ଗୋମର, ମାଗୋଗ୍, ମାଦଯ, ତୁବଲ, ୟବନ, ମେଶକ ଓ ତିରସ।
3 ଅସ୍ମିନସ୍, ରୀଫତ୍ ଓ ତୋଗର୍ମ ଏମାନେ ଥିଲେ ଗୋମର ସନ୍ତାନ।
4 ପୁଣି ଇଲୀଶା, ତର୍ଶୀଶ, କିତ୍ତୀମ ଓ ଦୋଦାନୀମ ଏମାନେ ୟବନର ସନ୍ତାନ ଥିଲେ।
5 ଏମାନଙ୍କଠାରୁ ଅନ୍ୟଦେଶୀଯମାନଙ୍କର ଦ୍ବୀପ ନିବାସୀଗଣ ଆପଣାମାନଙ୍କ ପାଇଁ ଦେଶ ବିଦେଶ ରେ ନିଜ ନିଜ ଭାଷାନୁୟାଯୀ ବ୍ଯାପ୍ତ ହାଇେ ନିଜ ନିଜ ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲ!
6 ହାମର ସନ୍ତାନଗଣ ଥିଲେ। କୂଶ୍, ମିଶର, ପୂଟ୍ ଓ କିଣାନ।
7 ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା ଏମାନେ ଥିଲେ କୂଶର ସନ୍ତାନ। ଶିବା ଓ ଦନାନ ଏମାନେ ରଯମାର ସନ୍ତାନ।
8 ନିମ୍ରୋଜ୍ କୂଶର ପୁତ୍ର। ସେ ପୃଥିବୀ ମଧିଅରେ ପରାକ୍ରମି ହବୋକୁ ଲାଗିଲା।
9 ସେ ସଦାପ୍ରଭୁଙ୍କ ସାକ୍ଷାତ ରେ ପରାକ୍ରାନ୍ତ ବ୍ଯାଧ ହେଲା। ସଦାପ୍ରଭୁଙ୍କ ସାକ୍ଷାତ ରେ ପରାକ୍ରାନ୍ତ ବ୍ଯାଧ ନିମ୍ରୋଜ ତୁଲ୍ଯ ଥିଲେ ବୋଲି ଲୋକମାନେ କହୁଥିଲେ, " ସେ ବ୍ଯକ୍ତି ନିମ୍ରୋଜ ସଦୃଶ ସଦାପ୍ରଭୁଙ୍କ ସମ୍ମୁଖ ରେ ଗୋଟିଏ ପରାକ୍ରାନ୍ତ ବ୍ଯାଧ।"
10 ଶନିଯର ଦେଶ ରେ ବାବିଲ୍, ଏରକ୍, ଏକ୍କଦ୍ ଓ କଲନୀ ଏହିସବୁ ନଗର ତାହାର ପ୍ରଥମ ରାଜ୍ଯ ହେଲା।
11 ସହେି ଦେଶରୁ ଅଗ୍ରିଯା ବାହାରି ନୀନିବୀ ରହୋବୋଚ୍ ପୁରୀ ଓ କଲହେ
12 ଏବଂ ନୀନିବୀ ଓ କଲହରେ ମଧ୍ଯସ୍ଥିତ ରଷେନ ନଗର ସ୍ଥାପଲ କଲା। ( ରଷେନ ଏକ ପ୍ରଧାନ ନଗର ଥିଲା)।
13 ମିଶରୀଯମ ଲୂଦୀଯ, ଅନାମୀଯ, ଲହାବୀଯ ଓ ନପ୍ତୁହୀଯ ଲୋକମାନଙ୍କର ପିତା ଥିଲେ।
14 ପଥ୍ରୋଷୀଯ, କସ୍ଲୁହୀଯ ଓ କପ୍ତୋରିଯ (ଏହି ପଲେଷ୍ଟୀୟ ଲୋକମାନେ କସ୍ଲୁହୀଯରୁ ଆସିଲେ।)
15 ସୀଜୋନର ପିତା ଥିଲେ କିଣାନ, ସିଦୋନ ଥିଲା କିଣାନର ପ୍ରଥମ ପୁତ୍ର। କିଣାନ ମଧ୍ଯ ହେତ୍ର ପିତାଥିଲେ। ହେତ୍ ହେଲେ ହିଟାତୀଯମାନଙ୍କର ପିତା।
16 କିଣାନ ମଧ୍ଯ ୟିବୁଷୀଯ, ଇମାରେୀୟ ଓ ଗିର୍ଗାଶୀଯ ପିତା ଥିଲେ।
17 ହିଦ୍ଦୀଯ, ଅର୍କୀଯ ଓ ସୀନିଯ
18 ଅର୍ବଦୀଯ, ସାମରୀଯ ଓ ହମାତୀଯ, ଏହିପରି କିଣାନିଯମାନଙ୍କର ବଂଶ ବ୍ଯାପିଲା।
19 ତହିଁରେ ସୀଦୋନଠାରୁ ଗରା ରେ ଦିଗକୁ ହସା ପ୍ରର୍ୟ୍ଯନ୍ତ ପୁଣି ସଦୋମ୍, ହ ମାରୋ ଓ ଅଦ୍ମା, ସବୋଯୀମ ଦିଗ ରେ ଲୋଶା ପର୍ୟ୍ଯନ୍ତ କିଣାନୀଯମାନଙ୍କ ବସତିର ସୀମା ଥିଲା।
20 ନିଜ ନିଜ ଦେଶ ଓ ଗୋଷ୍ଠୀ ରେ ସମାନଙ୍କେ ବଂଶ ଓ ଭାଷାନୁସା ରେ ଓ ସମସ୍ତ ହାମର ସନ୍ତାନ।
21 ଯଫେତର ବଡ଼ଭାଇ ଶମଙ୍କେର ମଧ୍ଯ ସନ୍ତାନ ସନ୍ତତି ଥିଲେ, ସହେି ଏବର ଯଫେତର ବଡ଼ଭାଇ ହିବ୍ରୁ ବଂଶଧରମାନଙ୍କ ଆଦିପୁରୁଷ ଥିଲେ।
22 ଶମରେ ଏହିସବୁ ସନ୍ତାନ: ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୂଦ୍ ଓ ଅରାମ୍।
23 ଏହି ଅରାମର ସନ୍ତାନ ଊଷ୍, ହୂଲ, ଗେଥର ଓ ମଶ୍।
24 ଏବଂ ଅର୍ଫକ୍ଷଦର ସନ୍ତାନ ଶଲହେ ଓ ଶଲହରେ ସନ୍ତାନ ଏବର।
25 ଏହି ଏବରର ଦୁଇ ପୁତ୍ର, ପ୍ରଥମର ନାମ ପଲେଗ୍ କାରଣ ସହେି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ୟକ୍ତନ୍।
26 ଏବଂ ୟକ୍ତନର ପୁତ୍ର ଅଲମାଦେଦ୍ ଓ ଶଲେପ୍, ହତସର୍ମାବତ ଓ ଯରହେ।
27 ହଦୋରାମ ଓ ଊଷଲ ଓ ଦିକ୍ଲ।
28 ଓବଲ ଓ ଅବୀମାଯେଲ୍ ଓ ଶବା।
29 ଓଫୀର, ହବୀଲା ଓ ୟୋବବ୍, ଏହି ସମସ୍ତ ୟକ୍ତଲର ସନ୍ତାନ।
30 ମଷୋ ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ୟ୍ଯନ୍ତ ସମାନଙ୍କେର ବସତି ଥିଲା।
31 ଆପଣା ଦେଶ ରେ ସମାନଙ୍କେର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏ ସମସ୍ତେ ଶମରେ ସନ୍ତାନ।
32 ନିଜ ନିଜ ଗୋଷ୍ଠୀ ରେ ସମାନଙ୍କେ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ। ପୁଣି ଜଳପ୍ଲାବନ ପରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀ ରେ ବିଭକ୍ତ ହେଲେ।