ଗଣନା ପୁସ୍ତକ

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36


ଅଧ୍ୟାୟ 12

ମାଶାେ ଏକ କୁଶୀଯା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିଯମ ଓ ହାରୋଣ ସହେି କୁଶୀଯା ସ୍ତ୍ରୀ ସକାଶୁ ମାଶାଙ୍କେ ବିରୁଦ୍ଧ ରେ କଥା କହିଲେ।
2 ସମାନେେ କହିଲେ, "ସଦାପ୍ରଭୁ କ'ଣ ମାଶାଙ୍କେ ସହିତ କବଳେ କଥା କହିଅଛନ୍ତି? ସେ କ'ଣ ଆମ୍ଭମାନଙ୍କ ସହିତ କଥା କହିନାହାଁନ୍ତି?"
3 ମାଶାେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ମଧିଅରେ ଅତି ନମ୍ର ଥିଲେ।
4 ହଠାତ୍ ସଦାପ୍ରଭୁ ମାଶାଙ୍କେୁ, ହାରୋଣଙ୍କୁ, ମରିଯମଙ୍କୁ କହିଲେ, "ତୁମ୍ଭେ ତିନିଜଣ ବାହାର ହାଇେ ସମାଗମ ତମ୍ବୁ ନିକଟକୁ ଆସ।"
5 ସେତବେେଳେ ସଦାପ୍ରଭୁ ମେଘ ସ୍ତମ୍ଭରୁ ଓହ୍ଲାଇ ସମାଗମ ତମ୍ବୁ ନିକଟରେ ଛିଡା ହେଲେ। ସେ ଡାକିଲେ, "ହାରୋଣ ଓ ମରିଯମ!" ତହୁଁ ସମାନେେ ବାହାର ହାଇେ ଆସିଲେ।
6 ସଦାପ୍ରଭୁ କହିଲେ, " ମାରେ ବାକ୍ଯ ଶୁଣ, ଯଦି ତୁମ୍ଭମାନଙ୍କ ମଧିଅରେ କହେି ଭବିଷ୍ଯଦ୍ ବକ୍ତା ଥାଏ, ତବେେ ମୁଁ ସଦାପ୍ରଭୁ ଦର୍ଶନ ଦ୍ବାରା ତାହାପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ବପ୍ନଦ୍ବାରା ତାହା ସହିତ କଥା କହିବି।
7 ମାତ୍ର ମାଶାେ ମାରେ ସବେକ, ସପରେି ନୁହେଁ। ସେ ହିଁ ମାରେ ସମଗ୍ର ଗୃହ ରେ ଜଣେ ସବୁଠାରୁ ବିଶ୍ବସ୍ତ ଅଟେ।
8 ମୁଁ ତା ସହିତ ଦର୍ଶନ କିମ୍ବା ନିଦର୍ଶନ ବାକ୍ଯ ରେ ନୁହେଁ, ମାତ୍ର ସମ୍ମୁଖା-ସମ୍ମୁଖୀ ହାଇେ ପ୍ରକାଶ୍ଯ ଭାବରେ ତା ସହିତ କଥା କ ହେ। ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରେ। ତାଙ୍କ ବିରୁଦ୍ଧ ରେ କଥା କହିବାକୁ ତୁମ୍ଭମାନେେ କାହିଁକି ଭୀତ ହେଲ ନାହିଁ?"
9 ଏହିରୂପେ ସମାନଙ୍କେ ପ୍ରତି ସଦାପ୍ରଭୁଙ୍କ କୋରଧ ପ୍ରଜ୍ବଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ।
10 ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିଯମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ଯ ଶ୍ବତବେର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।
11 ତହିଁରେ ହାରୋଣ ମାଶାଙ୍କେୁ କହିଲେ, " ହେ ମାହେର ମହାଶୟ, ଆମ୍ଭମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭମାନେେ ପାପ କରିଅଛୁ; ଏଣୁ ବିନଯ କରୁଅଛି, ଆମ୍ଭମାନଙ୍କ ଉପରେ ସହେି ପାପ ଥୁଅ ନାହିଁ।
12 ମାତାର ଗର୍ଭରୁ ନିର୍ଗତ ହେଲା ବେଳେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଶିଶୁ ସଦୃଶ ସେ ନ ହେଉ।"
13 ତେଣୁ ମାଶାେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, " ହେ ପରମେଶ୍ବର, ବିନଯ କରୁଅଛି, ତାହାକୁ ସୁସ୍ଥ କର।"
14 ସଦାପ୍ରଭୁ ମାଶାଙ୍କେୁ କହିଲେ, "ଯଦି ତା'ର ପିତା ତା'ର ମୁଁହ ରେ ଛପେ ପକାଇଥାନ୍ତା, ସେ କ'ଣ ସାତଦିନ ଲଜ୍ଜିତା ହାଇେ ନ ଥାନ୍ତା? ତେଣୁ ସେ ସାତଦିନ ପର୍ୟ୍ଯନ୍ତ ଛାଉଣୀ ବାହା ରେ ଅନ୍ୟମାନଙ୍କଠାରୁ ହାଇେ ରହୁ, ତା'ପରେ ସେ ଛାଉଣୀ ଭିତରକୁ ଆସିପାରିବ।"
15 ତହୁଁ ମିରଯମ ସାତଦିନ ପର୍ୟ୍ଯନ୍ତ ଛାଉଣୀ ବାହା ରେ ରହିଲା। ସେ ପୁନର୍ବାର ଭିତରକୁ ନ ଆସିବା ୟାଏ ଲୋକମାନେ ୟାତ୍ରା କଲେ ନାହିଁ।
16 ତା'ପରେ ଲୋକମାନେ ହତ୍ ସରେୋତଠାରୁ ୟାତ୍ରାକରି ପାରଣ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।