ଆୟୁବ ପୁସ୍ତକ

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42


ଅଧ୍ୟାୟ 25

ଏହାପରେ ଶୂହୀଯ ବିଲ୍ଦଦ୍ ଉତ୍ତର କରି କହିଲା,
2 "ପରମେଶ୍ବର ରାଜ୍ଯ କରନ୍ତି। ସେ ଲୋକଙ୍କୁ ଭୟାଳୁ କରନ୍ତି ଓ ତାକୁ ସମ୍ମାନ କରନ୍ତି। ସେ ସ୍ବର୍ଗ ରାଜ୍ଯ ରେ ଶାନ୍ତି ସ୍ଥାପନ କରନ୍ତି।
3 କହେି ବ୍ଯକ୍ତି ତାଙ୍କର ତାରାଗଣର ସଂଖ୍ଯା ଗଣନା କରିପାରିବେ ନାହିଁ। ସେ ସମସ୍ତଙ୍କୁ ସମାନ ଭାବରେ ସୂର୍ୟ୍ଯକିରଣ ପ୍ରଦାନ କରନ୍ତି।
4 ପରମେଶ୍ବରଙ୍କ ସହିତ ବିବାଦ କରି, କହେି ମନୁଷ୍ଯ କିପରି ଭଲ ହାଇପୋରିବ ? କିମ୍ବା ସ୍ତ୍ରୀ ଲୋକ ପାଖରୁ ଜନ୍ମ ହାଇେ ଜଣେ ମନୁଷ୍ଯ କିପରି ନିରୀହ ହାଇେ ପାରିବ।
5 ପରମେଶ୍ବରଙ୍କ ଦୃଷ୍ଟି ରେ ଚନ୍ଦ୍ର ମଧ୍ଯ ପବିତ୍ର ଓ ଦୀପ୍ତିମାନ ନୁହେଁ। ଏପରିକି ନକ୍ଷତ୍ର ସମୂହ ମଧ୍ଯ ନିର୍ମଳ ନୁହଁନ୍ତି।
6 ଲୋକମାନେ ବହୁତ କମ ନିର୍ମଳ। ଲୋକମାନେ କୀଟାଣୁ ପରି ମୂଲ୍ଯହୀନ ଜୀବାଣୁ।"