ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22


ଅଧ୍ୟାୟ 15

ଏହାପରେ ମୁଁ ସ୍ବର୍ଗ ରେ ଗୋଟିଏ ବଡ଼ ଓ ଆଶ୍ଚର୍ୟ୍ଯ ଜନକ ଲକ୍ଷଣ ଦେଖିଲି। ସଠାେରେ ସାତଜଣ ଦୂତ ସମାନଙ୍କେ ହାତ ରେ ସାତାଟେି ଶଷେ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ବରଙ୍କ କୋରଧର ସମାପ୍ତି ଘଟିବ।
2 ମୁଁ ମାେ ସାମନା ରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସହେି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ଯା ଉପରେ ଜୟଲାଭ କରିଥିଲେ, ସମାନଙ୍କେୁ ସହେି ସମୁଦ୍ର କୂଳ ରେ ଠିଆ ହବୋର ଦେଖିଲି। ସମାନଙ୍କେ ହାତ ରେ ପରମେଶ୍ବର ଦଇେଥିବା ବୀଣା ଥିଲା।
3 ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :
4 ହେ ପ୍ରଭୁ ! କିଏ ତୁମ୍ଭକୁ ଭୟ ନ କରିବ ? ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ। କାରଣ କବଳେ ତୁମ୍ଭେ ହିଁ ପବିତ୍ର ; ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ। କାରଣ ତୁମ୍ଭେ ହିଁ ନ୍ଯାୟବନ୍ତ ଏହା ଜଗତେ ବିଦିତ।"
5 ଏହାପରେ ମୁଁ ସ୍ବର୍ଗ ରେ ପରମେଶ୍ବରଙ୍କ ଉପସ୍ଥିତିର ପବିତ୍ର ସ୍ଥାନର ମନ୍ଦିର ଖାେଲା ହାଇେଥିବାର ଦେଖିଲି।
6 ସହେି ମନ୍ଦିର ଭିତରୁ ସାତଜଣ ଦୂତ ସାତାଟେି ମହାମାରୀଗୁଡ଼ିକୁ ଧରି ବାହରି ଆସିଲେ। ସମାନେେ ଶୁଦ୍ଧ, ଉଜ୍ଜ୍ବଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ବକ୍ଷ ରେ ସୁବର୍ଣ୍ଣ ବନ୍ଧନୀ ଥିଲା।
7 ତା'ପରେ ଚାରି ଜୀବିତ ପ୍ରାଣୀମାନଙ୍କ ମଧ୍ଯରୁ ଜଣେ ପ୍ରାଣୀ ସାତଦୂତଙ୍କୁ ସାତାଟେି ସୁବର୍ଣ୍ଣ ପାତ୍ର ଦେଲେ। ସହେି ପାତ୍ର ନିତ୍ଯଜୀବୀ ପରମେଶ୍ବରଙ୍କର କୋରଧ ରେ ପରିପୂର୍ଣ୍ଣ ଥିଲା।
8 ସହେି ମନ୍ଦିର ପରମେଶ୍ବରଙ୍କ ଗୌରବ ଓ କ୍ଷମତାର ଧୂଆଁ ରେ ଭର୍ତ୍ତି ହାଇଗେଲା। ସାତଜଣ ଦୂତଙ୍କର ସାତାଟେି ମହାମାରୀ ଶଷେ ନ ହବୋ ପର୍ୟ୍ଯନ୍ତ କୌଣସି ଲୋକ ମନ୍ଦିର ରେ ପ୍ରବେଶ କରିପାରିଲେ ନାହିଁ।