କ୍ଷମା


  • ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦବେ ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ଯ କ୍ଷମା କରି ଦବେେ। କିନ୍ତୁ ତୁମ୍ଭେ ଯଦି ଲୋକଙ୍କୁ ତାହାଙ୍କ ପାପ ପାଇଁ କ୍ଷମା ଦବେ ନାହିଁ, ତବେେ ତୁମ୍ଭର ପରମପିତା ମଧ୍ଯ ତୁମ୍ଭ ଅପରାଧ ଗୁଡିକ ପାଇଁ ତୁମ୍ଭକୁ କ୍ଷମା ଦବେନୋହିଁ।
    ମାଥିଉଲିଖିତ ସୁସମାଚାର 6:14, 15
  • ଯୀଶୁ କହିଲେ, " ହେ ପରମପିତା, ଯେଉଁ ଲୋକମାନେ ମାେତେ ହତ୍ଯା କରୁଛନ୍ତି, ସମାନଙ୍କେୁ କ୍ଷମା କର। କାରଣ ସମାନେେ କ'ଣ କରୁଛନ୍ତି, ତାହା ସମାନେେ ଜାଣନ୍ତି ନାହିଁ।"
    ଲୂକଲିଖିତ ସୁସମାଚାର 23:34
  • ସେ ସ୍ତ୍ରୀଲୋକଟି ଉତ୍ତର ଦଲୋ, "ନା, ପ୍ରଭୁ ସମାନଙ୍କେ ମଧ୍ଯରୁ କହେି ମାେତେ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ।"
    ଯୋହନଲିଖିତ ସୁସମାଚାର 8:11
  • "ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ଯ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିୟାଏ। ମାରେ ଗାରିମାକୁ ରକ୍ଷା କରିବାକୁ ଏପରି କରେ।
    ଯିଶାଇୟ 43:25
  • ଅନ୍ୟମାନଙ୍କୁ ଦୟା ଦଖାେଉଥିବା ଲୋକମାନେ ଧନ୍ଯ; କାରଣ ପରମେଶ୍ବର ସହେିମାନଙ୍କୁ ଦୟା କରିବେ।
    ମାଥିଉଲିଖିତ ସୁସମାଚାର 5:7
  • ଅନ୍ୟମାନଙ୍କୁ ଦୟା ଦଖାେଉଥିବା ଲୋକମାନେ ଧନ୍ଯ; କାରଣ ପରମେଶ୍ବର ସହେିମାନଙ୍କୁ ଦୟା କରିବେ।
    ଏବ୍ରୀମାନଙ୍କ ନିକଟକୁ ପତ୍ର 8:12
  • ତା'ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଚାରିଲେ, "ପ୍ରଭୁ, ମାେ ଭାଇ ଯଦି ମାେ ନିକଟରେ ବାରମ୍ବାର ଅପରାଧ କରେ, ତବେେ ମୁଁ ତାକୁ କେତେଥର ପର୍ୟ୍ଯନ୍ତ କ୍ଷମା ଦବେି? ମୁଁ କଣ ତାକୁ ସାତଥର ପର୍ୟ୍ଯନ୍ତ କ୍ଷମା ଦବେି?" 22 ଯୀଶୁ କହିଲେ, "ମୁଁ କହୁଛି, ତୁମ୍ଭେ ତାକୁ ନିଶ୍ଚିତ ରୂପରେ ସାତଥର ଠାରୁ ଅଧିକ ଥର କ୍ଷମା କରିବା ଉଚିତ। ଏପରିକି ଯଦି ସେ ସାତଗୁଣ ସତୁରି ଥର ପର୍ୟ୍ଯନ୍ତ ମଧ୍ଯ ତୁମ୍ଭ ପ୍ରତି ଅପରାଧ କରେ, ତବେେ ମଧ୍ଯ ତୁମ୍ଭେ କ୍ଷମା ଦବୋ ଜାରି ରଖ।"
    ମାଥିଉଲିଖିତ ସୁସମାଚାର 18:21, 22
  • ଯଦି ଆମ୍ଭେ ନିଜ ନିଜର ପାପ ସ୍ବୀକାର କରୁ ତବେେ ପରମେଶ୍ବର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ବସ୍ତ ଓ ନ୍ଯାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ।
    1 ଯୋହନଲିଖିତ ସୁସମାଚାର 1:9
  • ପୂର୍ବରୁ ପଶ୍ଚିମ ୟତେେ ଦୂର, ପରମେଶ୍ବର ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ପାପ ସତେିକି ଦୂରଇେ ନଇେଛନ୍ତି।
    ଗୀତସଂହିତା 103:12
  • ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣଙ୍କୁ ପ୍ରତିହିଂସା କି ଦ୍ବଷେ କରିବ ନାହିଁ। ବରଂ ଆପଣା ପ୍ରତିବେଶୀକୁ ଆତ୍ମାତୁଲ୍ଯ ପ୍ ରମେ କରିବ, ଆମ୍ଭେ ସଦାପ୍ରଭୁ।
    ଲେବୀୟ ପୁସ୍ତକ19:18
  • ହେ ସଦାପ୍ରଭୁ, ୟଦି କହେି ତୁମ୍ଭକୁ ପ୍ରକୃତରେ ଭଲ ପାଏ, ତୁମ୍ଭେ ନିଶ୍ଚଯ ତାକୁ ଭଲ ପାଇବ। ୟଦି ଜଣେ ବ୍ଯକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତି ପ୍ରକାଶ କରେ, ତୁମ୍ଭେ ମଧ୍ଯ ତାକୁ ସହେିପରି ପ୍ରତିଦାନ ଦଇେଥାଅ।
    ଗୀତସଂହିତା 18:25
  • ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମଯ, ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
    ଗୀତସଂହିତା 86:5
  • ପ୍ ରମେ, ବିଶ୍ବାସ ଏବଂ ସତ୍ଯତା ତୁମ୍ଭକୁ କବେେ ପରିତ୍ଯାଗ କରିବା ଉଚିତ୍ ନୁହଁ। ଆପଣା ଗଳା ରେ ସଗେୁଡ଼ିକ ବାନ୍ଧି ରଖ। ଆପଣା ହୃଦଯ ରେ ସଗେୁଡ଼ିକ ଲେଖିରଖ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଜ୍ଞାନୀ ହବେ, ପରମେଶ୍ବର ଓ ମନୁଷ୍ଯମାନଙ୍କଠାରୁ ସୁବିବଚେନା ଲାଭ କରିବ।
    ହିତୋପଦେଶ 3:3, 4
  • " ମାରେ ସ୍ବର୍ଗୀୟ ପରମପିତା ତୁମ୍ଭକୁ ଯେ ଭଳି ବ୍ଯବହାର ଦଖାଇବେେ, ଏହି ରାଜା ଚାକରକୁ ଠିକ୍ ସହେିଭଳି ବ୍ଯବହାର ଦଖାଇେଲେ। ଅତଏବ ତୁମ୍ଭମାନେେ ନିଜ ଭାଇ ବା ଭଉଣୀକୁ ହୃଦୟରୁ କ୍ଷମା ଦବେ। ନଚତେ ମାରେ ସ୍ବର୍ଗୀୟ ପିତା ତୁମ୍ଭମାନଙ୍କୁ କ୍ଷମା ଦବେନୋହିଁ।"
    ମାଥିଉଲିଖିତ ସୁସମାଚାର 18:35
  • ତୁମ୍ଭମାନେେ ଯେତବେେଳେ ପ୍ରାର୍ଥନା କରିବାକୁ ଠିଆ ହାଇେଥିବ, ସେତବେେଳେ ଯଦି ତୁମ୍ଭମାନଙ୍କର ମନେ ପଡିଯାଏ ଯେ, ତୁମ୍ଭମାନେେ କାହାରି ଉପରେ କୌଣସି କାରଣରୁ ରାଗିଛ, ତବେେ ସହେି ଲୋକକୁ କ୍ଷମା କରି ଦିଅ। ତା' ହେଲେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ମଧ୍ଯ ତୁମ୍ଭମାନଙ୍କର ପାପ ଗୁଡିକୁ କ୍ଷମା କରି ଦବେେ।"
    ମାର୍କଲିଖିତ ସୁସମାଚାର 11:25
  • "ତୁମ୍ଭମାନେେ କାହାରି ବିଚାର କରନାହିଁ। ତାହାହେଲେ ତୁମ୍ଭମାନଙ୍କର ମଧ୍ଯ ବିଚାର କରାୟିବ ନାହିଁ। କୌଣସି ବ୍ଯକ୍ତିକୁ ଦୋଷୀ କରନାହିଁ, ତବେେ ତୁମ୍ଭେ ମଧ୍ଯ ଦୋଷୀ ବିବଚେିତ ହବେନାହିଁ। ଅନ୍ୟକୁ କ୍ଷମା କରିଦିଅ, ତବେେ ତୁମ୍ଭମାନଙ୍କେୁ ମଧ୍ଯ କ୍ଷମା କରିଦିଆୟିବ।
    ଲୂକଲିଖିତ ସୁସମାଚାର 6:37
  • ପରସ୍ପର ପ୍ରତି ଦୟାଭାବ ଓ ପ୍ ରମେ ଭାବ ରଖ। ଯେପରି ଖ୍ରୀଷ୍ଟଙ୍କଠା ରେ ପରମେଶ୍ବର ତୁମ୍ଭମାନଙ୍କୁ କ୍ଷମା କଲେ, ସହେି ଭଳି ତୁମ୍ଭମାନେେ ପରସ୍ପରକୁ କ୍ଷମା ଦିଅ।
    ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:32
  • ପରସ୍ପର ପ୍ରତି କୋର୍ଧ କର ନାହିଁ, ବରଂ ପରସ୍ପରକୁ କ୍ଷମା ଦିଅ। ଯଦି ଜଣେ ତୁମ୍ଭ ପ୍ରତି ଭୁଲ କାମ କରେ, ତାକୁ କ୍ଷମା ଦିଅ। ପ୍ରଭୁ ତୁମ୍ଭକୁ କ୍ଷମା କରିଛନ୍ତି, ସେଥିପାଇଁ ତୁମ୍ଭମାନେେ ମଧ୍ଯ ଅନ୍ୟ ଲୋକମାନଙ୍କୁ କ୍ଷମା ଦିଅ।
    କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:13
  • ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ଯରୁ କହେି ପରମେଶ୍ବରଙ୍କ ଅନୁଗ୍ରହ ପାଇବା ରେ ବଞ୍ଚିତ ହବେ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସଭେଳି ଲୋକ ସମୁଦାୟ ଦଳକୁ ନଷ୍ଟ କରି ଦବେେ।
    ଏବ୍ରୀମାନଙ୍କ ନିକଟକୁ ପତ୍ର 12:15