ସଂରକ୍ଷଣ


  • "ଆମ୍ଭର ବ୍ଯବସ୍ଥା ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନ ସକଳ ମାନିବ ଓ ପାଳନ କରିବ। ତାହା ହେଲେ ତୁମ୍ଭମାନେେ ଦେଶ ରେ ନିର୍ଭୟ ରେ ବାସ କରିପାରିବ।
    ଲେବୀୟ ପୁସ୍ତକ25:18
  • ମାଶାେ ବିନ୍ଯାମୀନଙ୍କ ବିଷଯ ରେ କହିଲେ, "ସଦାପ୍ରଭୁଙ୍କର ପ୍ରିଯ ଲୋକେ ବିନ୍ଯାମୀନଙ୍କ ନିକଟରେ ନିର୍ଭୟ ରେ ବାସ କରିବ। ସେ ସର୍ବଦା ତାଙ୍କୁ ଆବୋରି ରଖନ୍ତି ଓ ସେ ତାହାର କାନ୍ଧଦ୍ବଯ ମଧିଅରେ ବାସ କରନ୍ତି।"
    ଦିତୀୟ ବିବରଣ 33:12
  • ବର୍ତ୍ତମାନ, ମାରେ ପରିବାରକକ୍ସ୍ଟ ଆଶୀର୍ବାଦ କର। ପରମେଶ୍ବର, ସମାନେେ ତୁମ୍ଭର ଚିରଦିନ ସବୋ କରିବା ପାଇଁ ଓ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଛିଡା ହବୋ ପାଇଁ ସକ୍ସ୍ଟୟୋଗ ଦିଅନ୍ତକ୍ସ୍ଟ। ହେ ସଦାପ୍ରଭୁ! ମାରେପ୍ରଭକ୍ସ୍ଟ, ତୁମ୍ଭେ ଏହିସବୁ କହିଅଛ। ତୁମ୍ଭେ ମାରେ ପରିବାରକକ୍ସ୍ଟ ଆଶୀର୍ବାଦ କଲ, ତାହା ଚିରଦିନ ପାଇଁ ରହକ୍ସ୍ଟ।"
    ଦିତୀୟ ଶାମୁୟେଲ 7:29
  • ତା'ପରେ ଦାଉଦ ଦମ୍ମେଶକର ଅରାମ ସୀମା ରେ ସୈନ୍ଯଦଳମାନଙ୍କୁ ମୃତଯନ କଲେ। ଏବଂ ଅରାମୀଯମାନେ ଦାଉଦଙ୍କର ସବେକ ହାଇଗେଲେ। ସମାନେେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ଏହିଭଳି ଭାବରେ ଦାଉଦ ଯେଉଁ ଆଡକକ୍ସ୍ଟ ଗଲେ ସଦାପ୍ରଭୁ ତାଙ୍କୁ ବିଜଯୀ କଲେ।
    ଦିତୀୟ ଶାମୁୟେଲ 8:6
  • ତୁମ୍ଭେ ଯେଉଁଆଡ଼େ ଗଲ, ଆମ୍ଭେ ତୁମ୍ଭ ସହିତ ରେ ରହିଲୁ। ଆମ୍ଭେ ତୁମ୍ଭ ସମ୍ମୁଖ ରେ ତୁମ୍ଭର ଶତ୍ରୁଗଣକୁ ବଧ କଲୁ। ବର୍ତ୍ତମାନ ଆମ୍ଭେ ତୁମ୍ଭକୁ ପୃଥିବୀର ସବୁଠାରୁ ବିଖ୍ଯାତ ଲୋକଙ୍କ ମଧିଅରେ ଜଣେ କରିବା।
    ପ୍ରଥମ ବଂଶାବଳୀ 17:8
  • ରାଜା ସଦାପ୍ରଭୁଙ୍କ ଉପରେ ନିର୍ଭର କରେ। ସର୍ବୋପରିସ୍ଥ ପରମେଶ୍ବରଙ୍କ ସ୍ନହପେୂର୍ଣ୍ଣ କରୁଣା କବେେ ହେଲେ ତା'କୁ ପଡ଼ିବା ପାଇଁ ଦବେେ ନାହିଁ। ହେ ପରମେଶ୍ବର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦଖାଇେ ଦିଅ ୟେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି। ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ। ତୁମ୍ଭେ ଆପଣା ରାଜାଙ୍କୁ ଏକ ଜଳନ୍ତ ଚୁଲ୍ଲୀ ତୁଲ୍ଯ କରିବ, ଯେତବେେଳେ ତୁମ୍ଭେ ତାଙ୍କୁ ସାହାୟ୍ଯ କରିବା ପାଇଁ ଆସ, ଏବଂ ତାଙ୍କ କୋର୍ଧରେ ସେ ସମ୍ପୂର୍ଣ୍ଣ ଭାବରେ ସମାନଙ୍କେୁ ଧ୍ବଂସ କରିବେ।
    ଗୀତସଂହିତା 21:7-9
  • କିନ୍ତୁ ରାଜା ପରମେଶ୍ବରଙ୍କଠାରେ ଆନନ୍ଦ କରିବେ। ଯେଉଁମାନେ ପରମେଶ୍ବରଙ୍କ ନାମରେ ଶପଥ କରନ୍ତି, ସମାନେେ ଆନନ୍ଦିତ ହବେେ କାରଣ ମିଥ୍ଯାବାଦୀମାନଙ୍କର ମୁଖ ବନ୍ଦ ହାଇଯେିବ।
    ଗୀତସଂହିତା 63:11
  • ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା। ଆମ୍ଭେ ଆପଣା ବଚ୍ଛାୟାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କବେେ ହେଲେ ନିବୃତ୍ତ କରିବା ନାହିଁ। ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା, କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚକ୍ ଚକ୍ କରୁଥିବା ରାଜମୁକୁଟ ଶାେଭା ପାଇବ।"
    ଗୀତସଂହିତା 132:17, 18
  • ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସମାନଙ୍କେ ୟୁଦ୍ଧରେ ବିଜଯୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସବେକ ଦାଉଦଙ୍କୁ ଶତ୍ରୁ ଖଡ୍ଗର ସମ୍ମୁଖରୁ ଉଦ୍ଧାର କର।
    ଗୀତସଂହିତା 144:10
  • ପରମେଶ୍ବର ଅନନ୍ତକାଳସ୍ଥାଯୀ, ସେ ହେଉଛନ୍ତି ତୁମ୍ଭର ନିରାପଦରସ୍ଥାନ। ପରମେଶ୍ବରଙ୍କର ଶକ୍ତି ଅନନ୍ତକାଳ। ସେ ତକ୍ସ୍ଟମ୍ଭପାଇଁ ସକ୍ସ୍ଟରକ୍ଷା ଦେଉଛନ୍ତି। ପରମେଶ୍ବର ତକ୍ସ୍ଟମ୍ଭ ଦେଶରକ୍ସ୍ଟ ତକ୍ସ୍ଟମ୍ଭ ଶତୃମାନଙ୍କୁ ବିତାଡିତ କରିବେ। ସେ କହିବେ, 'ଶତୃମାନଙ୍କୁ ବିନାଶ କର।'
    ଦିତୀୟ ବିବରଣ 33:27
  • ମୁଁ ବିଛଣାରେ ଶାନ୍ତିରେ ଶଯନ କରେ, କାରଣ ହେ ସଦାପ୍ରଭୁ ତୁମ୍ଭେ ମାେତେ ରକ୍ଷାକରି ନିରାପଦରେ ଶାଇେବାକୁ ସୁଯୋଗ ଦଇେଛ।
    ଗୀତସଂହିତା 4:8
  • ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମାରେ ସମ୍ମୁଖରେ ରଖିଅଛି। ମୁଁ କବେେ ହେଲେ ତାଙ୍କର ଉପୟୁକ୍ତ ମାର୍ଗରୁ ବଞ୍ଚିତ ହବେି ନାହିଁ।
    ଗୀତସଂହିତା 16:8
  • ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସମାନଙ୍କେ ପାଖରେ ଥାଆନ୍ତି, ସେ ସମାନଙ୍କେୁ ଉଦ୍ଧାର କରନ୍ତି।
    ଗୀତସଂହିତା 34:7
  • ପରମେଶ୍ବର ଆମ୍ଭମାନଙ୍କର ଆଶ୍ରଯ ଓ ବଳ। ଆମ୍ଭେ ବିପଦ ସମଯରେ ତାଙ୍କର ସାହାୟ୍ଯ ପାଇପାରୁ।
    ଗୀତସଂହିତା 46:1
  • ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ !ୟଦି ପରମେଶ୍ବରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ। ତୁମ୍ଭର କୌଣସି ବିପଦ ଘଟିବ ନାହିଁ। କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।
    ଗୀତସଂହିତା 91:9, 10
  • ସଦାପ୍ରଭୁ ୟବେେ ଗୃହ ନିର୍ମାଣ ନ କରନ୍ତି, ତବେେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ଯର୍ଥ ହୁଏ। ୟବେେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତବେେ ପ୍ରହରୀ ଜାଗ୍ରତ ହବୋ କବଳେ ବୃଥା ଅଟେ।
    ଗୀତସଂହିତା 127:1
  • କାରଣ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ପାଦକୁ ଫାନ୍ଦରୁ ପଡ଼ିବା ପୂର୍ବରୁ ରକ୍ଷା କରିବେ।
    ହିତୋପଦେଶ 3:26
  • ସଦାପ୍ରଭୁ ବିଷଯକ ଭୟ ଦୃଢ଼ ଶରଣ ଭୂମି। ଆଉ ତାଙ୍କର ସନ୍ତାନମାନେ ସଠାେ ରେ ଆଶ୍ରଯସ୍ଥାନ ପାଇବେ।
    ହିତୋପଦେଶ 14:26
  • ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସଠାେକୁ ୟାଇ ରକ୍ଷା ପାଆନ୍ତି।
    ହିତୋପଦେଶ 18:10
  • ୟୁଦ୍ଧ ଦିନ ପାଇଁ ଅଶ୍ବ ସୁସଜ୍ଜିତ ହୁଏ। ମାତ୍ର ଜଯ ସଦାପ୍ରଭୁଙ୍କଠାରୁ ସର୍ବଦାଆ ସେ।
    ହିତୋପଦେଶ 21:31
  • ପରମେଶ୍ବରଙ୍କର ପ୍ରେତ୍ୟକକ ବାକ୍ଯ ପରୀକ୍ଷାସିଦ୍ଧ, ଯେଉଁମାନେ ତାଙ୍କଠା ରେ ଆଶ୍ରଯ ନିଅନ୍ତି, ସେ ସମାନଙ୍କେର ଢ଼ାଲ ଅଟନ୍ତି।
    ହିତୋପଦେଶ 30:5
  • ସଦାପ୍ରଭୁ ମାରେପ୍ରଭୁ, କୌଣସି ଯୋଜନା ତାଙ୍କର ସବେକର ଅଗୋଚର ରେ କରନ୍ତି ନାହିଁ।
    ଆମୋଷ Amos 3:7
  • ପରମେଶ୍ବରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ବାରା ତୁମ୍ଭେ ଶୟତାନର ମନ୍ଦ ଚତୁରତା ବିରୁଦ୍ଧ ରେ ସଂଘର୍ଷ କରି ପାରିବ। ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ଯମାନଙ୍କ ବିରୁଦ୍ଧ ରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧ ରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧ ରେ ଆମ୍ଭେ ସଂଘର୍ଷ କରୁଛୁ।
    ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:11, 12