ସଂଗ୍ରାମ


  • ହେ ଇଶ୍ରାୟେଲବାସୀ ମାରେ କଥା ଶକ୍ସ୍ଟଣ। ଆଜି ତୁମ୍ଭମାନେେ ତୁମ୍ଭର ଶତୃମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ୟିବ। ତୁମ୍ଭମାନେେ କବେେ ଭୟକରିବ ନାହିଁ, ତୁମ୍ଭମାନଙ୍କେର ହୃଦଯ ଦୁର୍ବଳ କରନାହିଁ।
    ଦିତୀୟ ବିବରଣ 20:3
  • ସଦାପ୍ରଭୁ ମାରେ ଶୈଳ, ତାଙ୍କର ପ୍ରଶଂସା ହେଉ। ସେ ମାେତେ ୟୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି। ସଦାପ୍ରଭୁ ମାେତେ ୟୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
    ଗୀତସଂହିତା 144:1
  • ମୁଁ ମଧ୍ଯ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମାରେ ମଣ୍ଡଳୀ ତୋଳିବି। ମୃତ୍ଯୁଶକ୍ତି ମାରେ ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହାଇପୋରିବ ନାହିଁ।
    ମାଥିଉଲିଖିତ ସୁସମାଚାର 16:18
  • ପରମେଶ୍ବର ହେଉଛନ୍ତି ଧନ୍ଯ। ସେ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଆମ୍ଭ ବିଜୟ ଅଭିଯାନ ରେ ସର୍ବଦା ମାର୍ଗ ଦର୍ଶନ କରାନ୍ତି। ଆମ୍ଭ ମାଧ୍ଯମ ରେ ସେ ପ୍ରେତ୍ୟକକ ସ୍ଥାନ ରେ ତାହାଙ୍କ ଜ୍ଞାନର ମଧୁର ସୁଗନ୍ଧି ପ୍ରସାର କରନ୍ତି।
    କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 2:14
  • ମୁଁ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିୟୁକ୍ତ ହବୋ ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ର ଆତ୍ମାଙ୍କ ଦ୍ବାରା ତୁମ୍ଭମାନଙ୍କୁ ସହେି ଶକ୍ତି ପ୍ରଦାନ କରିବେ।
    ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:16
  • ବିଶ୍ବାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିୟୋଗିତା ଭଳି। କୌଣସି ମତେ ସହେି ପ୍ରତିୟୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡ଼କା ଯାଇଛି। ଅନକେ ଲୋକଙ୍କ ଆଗ ରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ରେ ମହାନ୍ ସତ୍ଯକୁ ସ୍ବୀକାର କରିଛ।
    ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:12
  • ଆମ୍ଭ ସମସ୍ତଙ୍କ କଷ୍ଟ ରେ ଭାଗୀ ହୁଅ। ଖ୍ରୀଷ୍ଟଯୀଶୁଙ୍କ ଜଣେ ଅନୁଗତ ଓ ପ୍ରକୃତ ସୈନିକ ଭାବରେ ସହେି କଷ୍ଟଗୁଡ଼ିକ ସହିଯାଅ।
    ତୀମଥିଙ୍କ ନିକଟକୁ ପ୍ରେରିତ 2:3
  • ଜଣେ ସୈନିକ ତାର ନାୟକକୁ ଖୁସି କରିବାକୁ ଚେଷ୍ଟା କରେ। ଅତଏବ ଦୈନିକ ଜୀବନର ଘଟଣା ରେ ସେ ନିଜର ସମୟ ଅତିବାହିତ କରେ ନାହିଁ।
    ତୀମଥିଙ୍କ ନିକଟକୁ ପ୍ରେରିତ 2:4
  • ପିଲାମାନେ ! ତୁମ୍ଭମାନେେ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ପିତାମାନେ ! ସେ ଆଦ୍ଯରୁ ଅଛନ୍ତି ବୋଲି ତୁମ୍ଭମାନେେ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ୟୁବକମାନେ ! ତୁମ୍ଭମାନେେ ବଳବାନ ଏବଂ ପରମେଶ୍ବରଙ୍କ ବାକ୍ଯ ତୁମ୍ଭମାନଙ୍କଠା ରେ ଅଛି, ଓ ତୁମ୍ଭମାନେେ ସହେି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
    ଯୋହନଙ୍କ ପ୍ରଥମ ପତ୍ର 2:14
  • ପ୍ରିୟ ବନ୍ଧୁମାନେ, ମୁଁ ତୁମ୍ଭମାନଙ୍କ ପାଖକୁ ଆମ୍ଭେ ସମସ୍ତେ ଅଂଶୀଦାର ହାଇେଥିବା ପରିତ୍ରାଣ ସମ୍ବନ୍ଧ ରେ ଲେଖିବା ପାଇଁ ବହୁତ ଇଚ୍ଛା କରୁଥିଲି। କିନ୍ତୁ ତାହା ବଦଳ ରେ ମୁଁ ଅନ୍ୟ କଥା ଲେଖିବା ଆବଶ୍ଯକ ଇଚ୍ଛା କଲି ; ମୁଁ ତୁମ୍ଭକୁ ବିଶ୍ବାସ ସକାେଶ କଠିନ ପରିଶ୍ରମ କରିବା ପାଇଁ ଉତ୍ସାହିତ କରିବାକୁ ଚା ହେଁ। ପରମେଶ୍ବର ତାହାଙ୍କର ପବିତ୍ର ଲୋକମାନଙ୍କୁ ସହେି ବିଶ୍ବାସ ଦଇେଥିଲେ। ପରମେଶ୍ବର ଏକାଥରକେ ଏହି ବିଶ୍ବାସ ଦଇେଛନ୍ତି ଓ ଏହା ସବୁଦିନ ପାଇଁ ଉତ୍ତମ।
    ଯିହୂଦାଙ୍କ ପତ୍ର Jude 3