ଗର୍ଭପାତ


  • "ତୁମ୍ଭେ ନରହତ୍ଯା କରିବ ନାହିଁ।
    ଦିତୀୟ ବିବରଣ 5:17
  • ତୁମ୍ଭେ ପ୍ରେତ୍ୟକକ ଦିନ ମାରେ ଶରୀରର ବୃଦ୍ଧିକୁ ମାରେ ମାତୃଗର୍ଭରେ ଦେଖିଲ। ତୁମ୍ଭ ପ୍ରେତ୍ୟକକ ଅଙ୍ଗ ପ୍ରତ୍ଯଙ୍ଗକୁ ମାେ ତାଲିକାଭୁକ୍ତ କଲ ଏବଂ ସଗେୁଡ଼ିକ ମଧ୍ଯରୁ ଗୋଟିଏ ହେଲେ ବି ବାଦ୍ ଦଇେ ନାହଁ।
    ଗୀତସଂହିତା 139:16
  • ତେଣୁ ପରମେଶ୍ବର, ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ସୃଷ୍ଟି କଲେ। ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।
    ଆଦି ପୁସ୍ତକ 1:27
  • ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶଯରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।
    ଗୀତସଂହିତା 127:3
  • ସଦାପ୍ରଭୁ ତୁମ୍ଭେ ମାରେ ସମଗ୍ର ଅଂଶକୁ ତିଆରି କଲ। ତୁମ୍ଭେ ମାେତେ ମାେ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ଯବାଦ ଦିଏ କାରଣ ତୁମ୍ଭେ ମାେତେ ଏଭଳି ଏକ ଆଶ୍ଚର୍ୟ୍ଯଜନକ ପଥରେ ତିଆରି କରିଅଛ। ମୁଁ ଭଲ ଭାବରେ ଜାଣେ ୟେ, ତୁମ୍ଭର କାମ ଅଦ୍ଭୁତ ଅଟେ। ଯେତବେେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତବେେଳେ ମାରେ ଗଠିତ ହେଉଥିଲା, ସେତବେେଳେ ତୁମ୍ଭେ ମାରେ ଅସ୍ଥି ପିଞ୍ଜରାକୁ ଦେଖିଲ।
    ଗୀତସଂହିତା 139:13-15
  • ପରମେଶ୍ବର ମାରେ ମା'ର ଶରୀର ଭିତ ରେ ମାେତେ ସୃଷ୍ଟି କରିଛନ୍ତି। ସେ ମଧ୍ଯ ମାରେ ଦାସମାନଙ୍କୁ ସୃଷ୍ଟି କରିଛନ୍ତି। ପରମେଶ୍ବର ଆମ୍ଭକୁ ମା'ର ଗର୍ଭ ଭିତ ରେ ଗଢ଼ିଛନ୍ତି।
    ଆୟୁବ ପୁସ୍ତକ 31:15
  • "ମାତୃଗର୍ଭ ରେ ତୁମ୍ଭର ସୃଷ୍ଟି ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ। ଏପରିକି ତୁମ୍ଭେ ଜନ୍ମ ହବୋ ପୂର୍ବରୁ ଆମ୍ଭେ ତୁମ୍ଭକୁ ଅଲଗା କଲୁ ଏବଂ ତୁମ୍ଭକୁ ଜାତିମାନଙ୍କର ଭବିଷ୍ଯଦବକ୍ତା ରୂପେ ନିୟୁକ୍ତ କଲୁ।"
    ଯିରିମିୟ 1:5