ଦେଶ ଅଧିକାର କରିବା


  • ତେଣୁ ତୁମ୍ଭମାନେେ ୟାଅ ଏବଂ ସମସ୍ତ ଦେଶ ରେ ଭ୍ରମଣ କର। ବର୍ତ୍ତମାନ ମୁଁ ଏହା ତୁମ୍ଭକୁ ଦଲେି।"
    ଆଦି ପୁସ୍ତକ 13:17
  • "ଭୂମି ଆମ୍ଭର, ତୁମ୍ଭେ ସବୁଦିନ ପାଇଁ ତାକୁ ବିକ୍ରଯ କରିପାରିବ ନାହିଁ। ତୁମ୍ଭମାନେେ କବଳେ ଆମ୍ଭସହିତ ବାସ କରୁଥିବା ବିଦେଶୀ ଓ ପ୍ରବାସୀ ଅଟ।
    ଲେବୀୟ ପୁସ୍ତକ25:23
  • ଯେଉଁଠା ରେ ତୁମ୍ଭର ପାଦ ପଡିବ, ସେ ସ୍ଥାନ ତୁମ୍ଭମାନଙ୍କର ହବେ। ପ୍ରାନ୍ତରରକ୍ସ୍ଟ ଲିବାନୋନ ପର୍ୟ୍ଯନ୍ତ ଏବଂ ଫରାତ ନଦୀଠାରକ୍ସ୍ଟ ପଶ୍ଚିମ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ତୁମ୍ଭମାନଙ୍କର ସୀମା ହବେ।
    ଦିତୀୟ ବିବରଣ 11:24
  • ସଦାପ୍ରଭୁ ମାେତେ ଭଲ ପାଆନ୍ତି, ତେଣୁ ସେ ମାେତେ ରକ୍ଷା କଲେ, ସେ ମାେତେ ନିରାପଦ ସ୍ଥାନକକ୍ସ୍ଟ ନଇଗେଲେ।
    ଦିତୀୟ ଶାମୁୟେଲ 22:20
  • ୟଦି ତୁମ୍ଭେ ମାେତେ ମାଗିବ, ମୁଁ ତୁମ୍ଭକୁ ସମସ୍ତ ରାଜ୍ଯ ଦାନ କରିବି। ପୃଥିବୀରେ ବାସ କରୁଥିବା ସମସ୍ତ ଲୋକ ତୁମ୍ଭର ହବେେ।
    ଗୀତସଂହିତା 2:8
  • ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ କାକୁକ୍ତି କଲେ। ଏବଂ ସେ ତାଙ୍କୁ ସହେି ବିପଦରୁ ମୁକ୍ତ କଲେ। ପରମେଶ୍ବର ସମାନଙ୍କେୁ ବସତି ନଗରକୁ ଆଗଇେ ନଲେେ, ଯେଉଁଠାରେ ସମାନେେ ବାସ କରିପାରିବେ।
    ଗୀତସଂହିତା 107:6, 7
  • ପୁଣି ତୁମ୍ଭମାନେେ ଯଦି ଭୁଲ କର କିମ୍ବା ଭୁଲ ବାଟରେ ୟାଅ, ଦକ୍ଷିଣକୁ କିମ୍ବା ବାମ ରେ ଗଲା ବେଳେ ପଛରୁ ଏକ ସ୍ବର ଶୁଣିବ, "ଏ ହେଉଛି ପଥ, ଏହି ପଥରେ ଗମନ କର।'
    ଯିଶାଇୟ 30:21
  • "ମାଗ ସେଥି ରେ ପରମେଶ୍ବର ତାହା ତୁମ୍ଭକୁ ଦବେେ। ଖାଜେ ଏବଂ ତୁମ୍ଭେ ପାଇବ। ଦ୍ବାର ରେ ଠକ୍ ଠକ୍ କର ଓ ତାହା ତୁମ୍ଭପାଇଁ ଖାଲିୟିବେ।
    ମାଥିଉଲିଖିତ ସୁସମାଚାର 7:7
  • ପରମେଶ୍ବର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ୟିବା ପାଇଁ ଡାକିଲେ। ପରମେଶ୍ବର ତାହାଙ୍କୁ ସହେି ଦେଶ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ବାସ ଦ୍ବାରା ମାନିଲେ, ଓ ସହେି ସ୍ଥାନ ପାଇଁ ପ୍ରସ୍ଥାନ କଲେ।
    ଏବ୍ରୀମାନଙ୍କ ନିକଟକୁ ପତ୍ର 11:8
  • "ମୁଁ ତୁମ୍ଭ ସହିତ ଅଛି। ମୁଁ ତୁମ୍ଭକୁ ସବୁଠା ରେ ସୁରକ୍ଷା ଦବେି। ପୁଣି ଆମ୍ଭେ ତୁମ୍ଭକୁ ଏହି ଭୂମିକୁ ଫରୋଇ ଆଣିବୁ। ଆମ୍ଭର ପ୍ରତିଜ୍ଞା ପୂର୍ଣ୍ଣ ନ ହବୋ ପର୍ୟ୍ଯନ୍ତ ଆମ୍ଭ ତୁମ୍ଭକୁ ଛାଡୁ ନାହୁଁ।"
    ଆଦି ପୁସ୍ତକ 28:15
  • ପରମେଶ୍ବର କହିଲେ, "ଆମ୍ଭେ ତୁମ୍ଭ ନିକଟକୁ ସ୍ବର୍ଗଦୂତ ପଠାଉଛୁ ସେ ତୁମ୍ଭମାନଙ୍କୁ ଆମ୍ଭେ ପ୍ରସ୍ତୁତ କରିଥିବା ଦେଶକୁ ନଇୟିବେ। ସହେି ସ୍ବର୍ଗଦୂତ ତୁମ୍ଭମାନଙ୍କୁ ସୁରକ୍ଷା ଦବେ।
    ଯାତ୍ରା ପୁସ୍ତକ 23:20
  • ବର୍ତ୍ତମାନ ମୁଁ ଯେଉଁ ଦେଶ ବିଷଯ ରେ ତୁମ୍ଭକୁ କହୁଅଛି ସହେି ଦେଶକୁ ଲୋକମାନଙ୍କୁ ନଇୟୋଅ। ଦେଖ, ମାରେସ୍ବର୍ଗଦୂତ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବ କିନ୍ତୁ ପାପୀମାନେ ଉଚିତ୍ ସମୟରେ ଦଣ୍ଡିତ ହବେେ।"
    ଯାତ୍ରା ପୁସ୍ତକ 32:34
  • ସଦାପ୍ରଭୁ ଉତ୍ତର ଦେଲେ, "ମାରେ ଉପସ୍ଥିତି ତୁମ୍ଭ ସହିତ ୟିବ ଏବଂ ତୁମ୍ଭକୁ ବିଶ୍ରାମ ଦବେ।"
    ଯାତ୍ରା ପୁସ୍ତକ 33:14
  • ଯେତବେେଳେ ତୁମ୍ଭମାନେେ ଆସିବ ଓ ବାହାରକକ୍ସ୍ଟ ୟିବ, ତୁମ୍ଭମାନେେ ଆଶୀର୍ବାଦ ପ୍ରାଲ୍ଗ ହବେ।
    ଦିତୀୟ ବିବରଣ 28:6
  • ସମାନେେ ଏକ ଦେଶରୁ ଅନ୍ୟ ଦେଶକୁ ଏବଂ ଏକ ରାଜ୍ଯରୁ ଅନ୍ୟ ରାଜ୍ଯକୁ ଭ୍ରମଣ କରୁଥିଲେ। କିନ୍ତୁ ପରମେଶ୍ବର, ସମାନଙ୍କେର ଉପରେ ଉପଦ୍ରବ କରିବାକୁ କୌଣସି ମନୁଷ୍ଯକୁ ଅନୁମତି ଦେଲେ ନାହିଁ। ଆହୁରି ସେ ରାଜଗଣଙ୍କୁ ସମାନଙ୍କେର କ୍ଷତି ନ କରିବା ପାଇଁ କହିଲେ। ପରମେଶ୍ବର କହିଲେ, "ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ। ଏବଂ ଆମ୍ଭର ଭବିଷ୍ଯଦ୍ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।"
    ଗୀତସଂହିତା 105:13-15
  • ତବେେ ସମାନେେ ଆପଣା ସଙ୍କଟ ସମଯରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ ଏବଂ ତହିଁରେ ପରମେଶ୍ବର ସମାନଙ୍କେୁ ସଙ୍କଟରୁ ଉଦ୍ଧାର କଲେ। ପରମେଶ୍ବର ବତାସକୁ ସ୍ଥିର କଲେ ଓ ସମୁଦ୍ରର ତରଙ୍ଗମାଳାକୁ ଶାନ୍ତ କଲେ। ସମୁଦ୍ର ଶାନ୍ତ ହାଇଗେଲା ବୋଲି ନାବିକମାନେ ଖୁସି ହେଲେ, କାରଣ ସମାନେେ ଯେଉଁଠାକୁ ୟିବାକୁ ଚାହିଁଥିଲେ ପରମେଶ୍ବର ତାଙ୍କୁ ପୋତାଶଯକୁ ନିରାପଦରେ ଆଗଇେ ନଲେେ।
    ଗୀତସଂହିତା 107:28-30
  • ବର୍ତ୍ତମାନ ଏବଂ ସବୁଦିନ ପାଇଁ ୟିବା ଆସିବା ବେଳେ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
    ଗୀତସଂହିତା 121:8
  • ସଦାପ୍ରଭୁ ମୁଁ ୟଦି ପୂର୍ବକୁ ୟାଏଁ ଯେଉଁଠାରେ ସୂର୍ୟ୍ଯ ଉଦଯ ହେଉଅଛି। ୟଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ୟାଏ, ସଠାେରେ ମଧ୍ଯ ତୁମ୍ଭର ହସ୍ତ ମାେତେ ଆଗକୁ ନଇେଥାନ୍ତା ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମାେତେ ଧରିଥାନ୍ତା।
    ଗୀତସଂହିତା 139:9, 10
  • " ହେ କୋରସ୍, ଆମ୍ଭେ ତୁମ୍ଭ ଆଗେ ଆଗେ ୟିବା, ଉଚ୍ଚସ୍ଥାନକୁ ସମାନ କରିବା, ବ୍ରୋଞ୍ଜର କବାଟସବୁ ଭାଙ୍ଗି ପକାଇବା ଲୌହ ଅର୍ଗଳସବୁ କାଟି ପକାଇବା। ପୁଣି ଆମ୍ଭେ ଅନ୍ଧକାରାବୃତ ଧନଭଣ୍ଡାର ଓ ଗୁପ୍ତ ସ୍ଥାନ ରେ ସଞ୍ଚିତ ସମ୍ପତ୍ତିସବୁ ତୁମ୍ଭକୁ ଦବୋ। ତାହା ହେଲେ ତୁମ୍ଭେ ଜାଣିବ ଯେ ଆମ୍ଭେ ତୁମ୍ଭର ସଦାପ୍ରଭୁ ଓ ଆମ୍ଭେ ତୁମ୍ଭର ନାମ ଧରି ଆହ୍ବାନ କରୁଥିଲୁ। ଆମ୍ଭେ ଇଶ୍ରାୟେଲର ପରମେଶ୍ବର ଏହା ମଧ୍ଯ ତୁମ୍ଭେ ଜାଣି ପାରିବ।
    ଯିଶାଇୟ 45:2, 3
  • "ଏଥିପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପ୍ରଭୁ ଏହି କଥା କହନ୍ତି, 'ୟଦ୍ଯପି ଆମ୍ଭେ ସମାନଙ୍କେୁ ନାନା ଜାତିଗଣ ମଧ୍ଯକୁ ଦୂରୀକୃତ କରିଅଛୁ ଓ ୟଦ୍ଯପି ଆମ୍ଭେ ସମାନଙ୍କେୁ ନାନା ଦେଶ ମଧିଅରେ ଛିନ୍ନଭିନ୍ନ କରିଅଛୁ, ଆମ୍ଭେ ଅଳ୍ପ ସମୟ ପାଇଁ ସମାନଙ୍କେର ମନ୍ଦିର ସ୍ଥଳ ହବେ।
    ଯିହିଜିକଲ 11:16