ଯୀଶୁ, God ଶ୍ବରଙ୍କ ପୁତ୍ର - ତ୍ରିଶକ୍ତି |


  • ଏହାପରେ ପରମେଶ୍ବର କହିଲେ, "ଆମ୍ଭମାନେେ ଆପଣା ପ୍ରତିମୂର୍ତ୍ତୀ ରେ ଓ ଆପଣା ସାଦୃଶ୍ଯ ରେ ମନୁଷ୍ଯର ନିର୍ମାଣ କରୁ। ସମାନେେ ଜଳଚ଼ର ମତ୍ସ୍ଯଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କତ୍ତୁର୍ତ୍ବ କରିବେ। ଏବଂ ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।"
    ଆଦି ପୁସ୍ତକ 1:26
  • ସଦାପ୍ରଭୁ ପରମେଶ୍ବର କହିଲେ, " ଦେଖ ମନୁଷ୍ଯ ଭଲ ଓ ମନ୍ଦର ବୋଧପ୍ରାପ୍ତ ହାଇେ ଆମ୍ଭମାନଙ୍କ ପରି ଜଣେ ହାଇେଅଛି। ଆଉ ଏବେ ସେ ଯେପରି ହାତବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ଯ ଖାଇବା ଉଚ଼ିତ୍ ନୁହଁ। ଯଦି ସେ ଏହା ଖାଇଥାନ୍ତା, ସେ ଅମର ହାଇେଥାନ୍ତା।"
    ଆଦି ପୁସ୍ତକ 3:22
  • " ହେ, ଇଶ୍ରାୟେଲ ଶକ୍ସ୍ଟଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଏକମାତ୍ର ସଦାପ୍ରଭୁ ଅଟନ୍ତି।
    ଆଦି ପୁସ୍ତକ 6:4
  • ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ "ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
    ଯିଶାଇୟ 9:6
  • ସଦାପ୍ରଭୁ କୁହନ୍ତି, "ତୁମ୍ଭମାନେେ ଆମ୍ଭର ସାକ୍ଷୀ ଓ ତୁମ୍ଭମାନେେ ମାରେ ମନୋନୀତ ଦାସ। କାରଣ ତୁମ୍ଭମାନେେ ମାଠାେ ରେ ବିଶ୍ବାସ ରଖନ୍ତୁ ବୋଲି ପ୍ରଚାର କରିବ ଓ ଆମ୍ଭେ ସହେି ଅଟୁ ବୋଲି ସମାନେେ ଯେପରି ବୁଝିବେ। ଆମ୍ଭେ ପ୍ରକୃତ ପରମେଶ୍ବର, ପୂର୍ବରୁ କହେି ପରମେଶ୍ବର ନ ଥିଲେ କି ପ ରେ କହେି ଈଶ୍ବର ହବେେ ନାହିଁ।
    ଯିଶାଇୟ 43:10
  • ସଦାପ୍ରଭୁ ଇଶ୍ରାଲୟଲର ରାଜା।ସସହି ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାଲୟଲର ତ୍ରାଣକର୍ତ୍ତା କୁହନ୍ତି, "ଆମ୍ଲଭ ଆଦି ଓ ଅନ୍ତ, ଆମ୍ଭ ବ୍ଯତୀତ ଅନ୍ୟ ପରଲମଶ୍ବର ନାହାଁନ୍ତି।
    ଯିଶାଇୟ 44:6
  • ତୁମ୍ଭମାନେେ ଆମ୍ଭ ନିକଟକୁ ଆସି ଏହିକଥା ଶୁଣ। ଆଦ୍ଯରୁ ଆମ୍ଭେ ଗୋପନ ରେ କିଛି କହି ନାହୁଁ। ବହୁ କାଳରୁ ଆମ୍ଭେ ସଠାେ ରେ ଅଛୁ।"
    ଯିଶାଇୟ 48:16
  • ସଦାପ୍ରଭୁଙ୍କର ସବେକ କୁହନ୍ତି, "ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମାଠାେ ରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମାେତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦବୋକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଚାର କରିବା ନିମନ୍ତେ ମାେତେ ପ୍ ରରଣେ କରିଛନ୍ତି।
    ଯିଶାଇୟ 61:1
  • ମୁଁ ବର୍ତ୍ତମାନ ସଦାପ୍ରଭୁଙ୍କ ସହେି ନିଯମ ଘୋଷଣା କରୁଛି। ସଦାପ୍ରଭୁ ମାେତେ କହିଲେ, "ଆଜିଠାରୁ ମୁଁ ତୁମ୍ଭର ପିତା ହେଲ ଓ ତୁମ୍ଭେ ମାରେ ପୁତ୍ର ହେଲ।
    ଗୀତସଂହିତା 2:7
  • ସଦାପ୍ରଭୁ ମାରେ ପ୍ରଭୁଙ୍କୁ କହିଲେ, "ମାେ ସହିତ ମାରେ ଦକ୍ଷିଣ ପାଖରେ ବସ। ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ୟ୍ଯନ୍ତ।"
    ଗୀତସଂହିତା 110:1
  • "ଜଣେ କୁମାରୀ କନ୍ଯା ଗର୍ଭବତୀ ହାଇେ ପୁତ୍ର ସନ୍ତାନଟିଏ ଜନ୍ମ ଦବେ। ଲୋକେ ତାହାଙ୍କ ନାମ ଇମ୍ମାନୁଯଲେ ଦବେେ।" (ଇମ୍ମାନୁଯଲରେ ଅର୍ଥ, "ପରମେଶ୍ବର ଆମ୍ଭ ସହିତ ଅଛନ୍ତି।")
    ମାଥିଉଲିଖିତ ସୁସମାଚାର 1:23
  • ଯୀଶୁ ବାପ୍ତିଜିତ ହେଲେ। ଯୀଶୁ ଜଳରୁ ବାହାରିବା ମାତ୍ ରେ ଆକାଶ ଖାଲିଗେଲା, ଏବଂ ସେ ପରମେଶ୍ବରଙ୍କ ଆତ୍ମାକୁ ଗୋଟିଏ କପୋତ ରୁପରେ ତଳକୁ ଓହ୍ଲଇେ ତାହାଙ୍କ ଉପରକୁ ଆସୁଥିବାର ଦେଖିଲେ। ସେତବେେଳେ ଆକାଶରୁ ଏହି ବାଣୀ ହେଲା: "ଏ ମାରେ ପ୍ରୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ ରମେ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।"
    ମାଥିଉଲିଖିତ ସୁସମାଚାର 3:16-17
  • ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମାରେ ଶିଷ୍ଯ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମ ରେ ତୁମ୍ଭମାନେେ ସମାନଙ୍କେୁ ବାପ୍ତିସ୍ମ ଦିଅ।
    ମାଥିଉଲିଖିତ ସୁସମାଚାର 28:19
  • ଯୀଶୁ ଉତ୍ତର ଦେଲେ, "ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଆଦେଶଟି ଏହି ପ୍ରକାରର: ' ହେ ଇସ୍ରାଯଲେ, ଶୁଣ। ଆମ୍ଭ ପ୍ରଭୁ ପରମେଶ୍ବର ଏକମାତ୍ର ପ୍ରଭୁ।
    ମାର୍କଲିଖିତ ସୁସମାଚାର 12:29
  • ଏହା ଶୁଣି ଧର୍ମଶାସ୍ତ୍ରୀ ଜଣକ କହିଲେ, "ଗୁରୁ, ପ୍ରଭୁ ପରମେଶ୍ବର ଯେ ଏକ ଓ ତାହାଙ୍କ ଛଡା ଆଉ ଅନ୍ୟ କହେି ନାହିଁ, ଏହା ତୁମ୍ଭେ ଠିକ୍ କହିଛ।
    ମାର୍କଲିଖିତ ସୁସମାଚାର 12:32
  • ସ୍ବର୍ଗଦୂତ ମରିୟମଙ୍କୁ କହିଲେ, "ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହି ଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହବେେ। ସେ ପରମେଶ୍ବରଙ୍କ ପୁତ୍ରଭାବରେ ଖ୍ଯାତ ହବେେ।
    ଲୂକଲିଖିତ ସୁସମାଚାର 1:35
  • " ହେ ପରମପିତା, ଯଦି ଏହା ତୁମ୍ଭର ଇଚ୍ଛା, ତବେେ ଦୁଃଖ 'ଯାତନାର ଏହି ପାନ ପାତ୍ର' ମାେ ଠାରୁ ଦୂର କର। କିନ୍ତୁ ଯାହା ତୁମ୍ଭର ଇଚ୍ଛା ତାହା କର। ମାେ ଇଚ୍ଛା ରେ ନୁହେଁ।"
    ଲୂକଲିଖିତ ସୁସମାଚାର 22:42
  • ଜଗତ ଆରମ୍ଭର ପୂର୍ବରୁ ବାକ୍ଯ ଥିଲେ। ସହେି ବାକ୍ଯ ପରମେଶ୍ବରଙ୍କ ସହିତ ଥିଲେ। ସହେି ବାକ୍ଯ ପରମେଶ୍ବର ଥିଲେ। ସହେି ବାକ୍ଯ ଆରମ୍ଭରୁ ପରମେଶ୍ବରଙ୍କ ସହିତ ଥିଲେ। ତାହାଙ୍କ ଦ୍ବାରା ସବୁ କିଛି ସୃଷ୍ଟି ହାଇେଛି। ଏହି ସଂସାର ରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ବାରା ସୃଷ୍ଟି ହାଇେ ନାହିଁ।
    ଯୋହନଲିଖିତ ସୁସମାଚାର 1:1-3
  • ସହେି ବାକ୍ଯ ମନୁଷ୍ଯ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସହେି ବାକ୍ଯ ଅନୁଗ୍ରହ ଓ ସତ୍ଯ ରେ ପରିପୂର୍ଣ୍ଣ ଥିଲେ।
    ଯୋହନଲିଖିତ ସୁସମାଚାର 1:14
  • ପରମେଶ୍ବରଙ୍କୁ କୌଣସି ଲୋକ କବେେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ବର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ବର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦଖାଇେ ଦଇେଛନ୍ତି।
    ଯୋହନଲିଖିତ ସୁସମାଚାର 1:18
  • ପରମେଶ୍ବର ହିଁ ଆତ୍ମା। ତେଣୁ ପରମେଶ୍ବହଙ୍କ ଉପାସନା କରୁଥିବା ଲୋକମାନେ ଆତ୍ମା ଓ ସତ୍ଯ ସହିତ ତାହାଙ୍କର ଉପାସନା କରିବା ଉଚିତ।"
    ଯୋହନଲିଖିତ ସୁସମାଚାର 4:24
  • ଏଥିପାଇଁ ଯିହୂଦୀ ନେତାମାନେ ତାହାଙ୍କୁ ହତ୍ଯା କରିବା ପାଇଁ ଆହୁରି ଅଧିକ ଚେଷ୍ଟା କଲେ। ଯିହୂଦୀମାନେ କହିଲେ, "ପ୍ରଥମେ ଯୀଶୁ ବିଶ୍ରାମବାରର ନିୟମ ଭାଙ୍ଗିଲେ। ତା'ପରେ ସେ ପରମେଶ୍ବରଙ୍କୁ ନିଜର ପିତା ବୋଲି କହିଲେ। ସେ ନିଜକୁ ପରମେଶ୍ବରଙ୍କ ସହିତ ସମାନ କଲେ।"
    ଯୋହନଲିଖିତ ସୁସମାଚାର 5:18
  • ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡିକ ପାଇଁ ମରିବ। ମୁଁ ଯେ ସହେି ବ୍ଯକ୍ତି ତୁମ୍ଭେ ଏହା ବିଶ୍ବାସ ନ କଲେ ତୁମ୍ଭ ନିଜ ପାପଗୁଡିକ ପାଇଁ ତୁମ୍ଭେ ମରିବ।"
    ଯୋହନଲିଖିତ ସୁସମାଚାର 8:24
  • ତୁମ୍ଭେ କ'ଣ ଭାବୁଛ ଯେ ତୁମ୍ଭେ ଆମ୍ଭ ପିତା ଅବ୍ରାହାମଙ୍କଠାରୁ ମହାନ୍? ଅବ୍ରାହାମ ତ' ମରିଗଲେ ଓ ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ମରିଗଲେ। ତୁମ୍ଭେ ନିଜକୁ କିଏ ବୋଲି ଭାବୁଛ?"
    ଯୋହନଲିଖିତ ସୁସମାଚାର 8:58
  • ପରମପିତା ଓ ମୁଁ ଏକ।"
    ଯୋହନଲିଖିତ ସୁସମାଚାର 10:30
  • ଯିହୂଦୀମାନେ ଉତ୍ତର ଦେଲେ, "ଆମ୍ଭେ ତୁମ୍ଭକୁ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ କରିଥିବାରୁ ମାରୁନାହୁଁ। କିନ୍ତୁ ତୁମ୍ଭେ ଯାହା କହୁଛ, ତାହା ପରମେଶ୍ବରଙ୍କ ବିରୁଦ୍ଧ ରେ କହୁଛ। ତୁମ୍ଭେ ଜଣେ ମନୁଷ୍ଯ ମାତ୍ର, କିନ୍ତୁ ତୁମ୍ଭେ ନିଜକୁ ପରମେଶ୍ବର ସହିତ ସମାନ ବୋଲି କହୁଛ। ସେଥିପାଇଁ ଆମ୍ଭେ ତୁମ୍ଭକୁ ପଥର ରେ ମାରି ଦବୋପାଇଁ ଚାହୁଁଛୁ।"
    ଯୋହନଲିଖିତ ସୁସମାଚାର 10:33
  • ଯୀଶୁ ଉତ୍ତର ଦେଲେ, "ମୁଁ ପଥ। ମୁଁ ସତ୍ଯ ଓ ଜୀବନ। ପରମପିତାଙ୍କ ପାଖକୁ ୟିବା ପାଇଁ ମୁଁ ହେଉଛି ଏକମାତ୍ର ପଥ।
    ଯୋହନଲିଖିତ ସୁସମାଚାର 14:6
  • ଯୀଶୁ ଉତ୍ତର ଦେଲେ, "ଫିଲିପ୍ପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟଧରି ରହିଛି। ସେଥିପାଇଁ ତୁମ୍ଭେ ମାେତେ ଜାଣିବା ଉଚିତ। ମାେତେ ୟିଏ ଦେଖିଛି, ସେ ପରମପିତାଙ୍କୁ ମଧ୍ଯ ଦେଖିଛି। ତେଣୁ ତୁମ୍ଭେ ମାେତେ କାହିଁକି କହୁଛ, 'ଆମ୍ଭକୁ ପରମପିତାଙ୍କୁ ଦଖାେଅ?' ତୁମ୍ଭେ କ'ଣ ପ୍ରକୃତ ରେ ବିଶ୍ବାସ କର ଯେ, ମୁଁ ପରମପିତାଙ୍କଠା ରେ ଓ ପରମପିତା ମାଠାେ ରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମାଠାରୁେ ଆସି ନାହିଁ। ପରମପିତେ ମାେ ଭିତ ରେ ଅଛନ୍ତି ଓ ସେ ତାହାଙ୍କ କାର୍ୟ୍ଯ କରୁଛନ୍ତି। ମୁଁ ପରମପିତାଙ୍କଠା ରେ ଓ ପରମପିତା ମାେ'ଠା ରେ ଅଛନ୍ତି। ତୁମ୍ଭେ ମାରେ ଏହି କଥା ବିଶ୍ବାସ କର। କିମ୍ବା ମୁଁ ଯେଉଁ ସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ କରିଛି ସେଥିପାଇଁ ବିଶ୍ବାସ କର।
    ଯୋହନଲିଖିତ ସୁସମାଚାର 14:9-11
  • ମୁଁ ପରମପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାୟ୍ଯକାରୀଙ୍କୁ ଦବେେ। ସେ ସହେି ସାହାୟ୍ଯକାରୀଙ୍କୁ ତୁମ୍ଭ ପାଖ ରେ ସର୍ବଦା ରହିବା ପାଇଁ ଦବେେ। ସହେି ସାହାୟ୍ଯକାରୀ ଜଣକ ସତ୍ଯମୟ ଆତ୍ମା। ଏ ଜଗତ ତାହାଙ୍କୁ ଗ୍ରହଣ କରି ପାରିବ ନାହିଁ। ଯେ ହତେୁ ଜଗତ ତାହାଙ୍କୁ ଦେଖୁନାହିଁ ବା ଜାଣି ନାହିଁ। କିନ୍ତୁ ତୁମ୍ଭେ ତାହାଙ୍କୁ ଜାଣିଛ। ସେ ତୁମ୍ଭ ସହିତ ରହନ୍ତି ଓ ତୁମ୍ଭ ହୃଦୟ ରେ ବାସ କରିବେ।
    ଯୋହନଲିଖିତ ସୁସମାଚାର 14:16-17
  • କିନ୍ତୁ ତୁମ୍ଭକୁ ସାହାର୍ୟ୍ଯକାରୀ ସବୁ ଶିକ୍ଷା ଦବେେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାୟ୍ଯ ମଧ୍ଯ କରିବେ। ଏହି ସାହାୟ୍ଯକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମାେ ନାମ ରେ ପଠାଇବେ।
    ଯୋହନଲିଖିତ ସୁସମାଚାର 14:26
  • ତୁମ୍ଭେ ମାରେ କଥା ଶୁଣିଛ ଯେ 'ମୁଁ ଯାଉଛି, କିନ୍ତୁ ମୁଁ ପୁଣି ତୁମ୍ଭ ପାଖକୁ ଫରେିବି।' ଯଦି ତୁମ୍ଭେ ମାେତେ ପ୍ରକୃତ ରେ ପ୍ ରମେ କରୁଥାଅ, ତବେେ ମାେ ପାଇଁ ତୁମ୍ଭେ ଖୁସି ହବେ, କାରଣ ବର୍ତ୍ତମାନ ମୁଁ ପରମପିତାଙ୍କ ନିକଟକୁ ଯାଉଛି। ପରମପିତା ମାଠାରୁେ ମହାନ୍।
    ଯୋହନଲିଖିତ ସୁସମାଚାର 14:28
  • "ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସହେି ସାହାୟ୍ଯକାରୀଙ୍କୁ ପଠାଇବି। ସହେି ସାହାର୍ୟ୍ଯକାରୀ ସତ୍ଯମୟ ଆତ୍ମା ଅଟନ୍ତି। ସେ ପରମପାତାଙ୍କ ପାଖରୁ ଆସନ୍ତି। ସେ ଯେତବେେଳେ ଆସିବେ, ସେ ମାେ ବିଷୟ ରେ ସାକ୍ଷ୍ଯ ଦବେେ।
    ଯୋହନଲିଖିତ ସୁସମାଚାର 15:26
  • ମ୍ଭେ ଯେ ଏକମାତ୍ର ସତ୍ଯ ପରମେଶ୍ବର, ତୁମ୍ଭଙ୍କୁ ଓ ଯାହାଙ୍କୁ ତୁମ୍ଭେ ପଠାଇଛ, ସହେି ଯୀଶୁଖ୍ରୀଷ୍ଟଙ୍କୁ ଜାଣିବାହିଁ ଅନନ୍ତଜୀବନ ଅଟେ।
    ଯୋହନଲିଖିତ ସୁସମାଚାର 17:3
  • ମାେତେ ତୁମ୍ଭେ ଯେଉଁ ଗୌରବ ଦଇେଥିଲ, ମୁଁ ତାହା ଏହି ଲୋକମାନଙ୍କୁ ଦଇେଛି। ଏହି ଗୌରବ ଦବୋର କାରଣ ହେଉଛି ଯେ, ଯେପରି 'ତୁମ୍ଭେ ଓ ମୁଁ ଏକ, ସପରେି ସମାନେେ ମଧ୍ଯ ଏକ ହାଇପୋରିବେ।' ମୁଁ ସମାନଙ୍କେଠା ରେ ରହିବି ଓ ତୁମ୍ଭେ ମାଠାେ ରେ ରହିବ। ତେଣୁ ସମାନେେ ସଂମ୍ପୂର୍ଣ୍ଣ ଭାବେ ଏକ ହାଇପୋରିବେ। ତାହା ହେଲେ ଏହି ଜଗତ ଜାଣିପାରିବ ଯେ, ତୁମ୍ଭେ ମାେତେ ପଠାଇଛ। ଏ ଜଗତ ଜାଣିବ ଯେ, ତୁମ୍ଭେ ମାେତେ ଯେପରି ପ୍ ରମେ କରୁଥିଲ ଠିକ୍ ସହେିପରି ଏହି ଲୋକମାନଙ୍କୁ ମଧ୍ଯ ପ୍ ରମେ କରୁଛ।
    ଯୋହନଲିଖିତ ସୁସମାଚାର 17:22-23
  • ସେ ଦାଉଦଙ୍କ ବଂଶ ରେ ମନୁଷ୍ଯ ରୂପରେ ଜନ୍ମ ହାଇେଥିଲେ। କିନ୍ତୁ, ପବିତ୍ର ଆତ୍ମା ଦ୍ବାରା ପୁନରୁତ୍ଥାନର ଫଳ ସ୍ବରୂପ ସେ ମହାନ ଶକ୍ତି ସହିତ ପରମେଶ୍ବରଙ୍କର ପୁତ୍ର ରୂପେ ଘୋଷିତ ହେଲେ।
    ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:4
  • ପରମେଶ୍ବର ହେଉଛନ୍ତି ମାତ୍ର ଜଣେ, ସେ ଯିହୂଦୀ ମାନଙ୍କୁ ସମାନଙ୍କେ ବିଶ୍ବାସ ଆଧାର ରେ ତାହାଙ୍କ ସହିତ ଧାର୍ମିକ କରିବେ। ଅଣଯିହୂଦୀମାନଙ୍କୁ ମଧ୍ଯ ସମାନଙ୍କେର ବିଶ୍ବାସ ପାଇଁ ସେ ଧାର୍ମିକ କରିବେ।
    ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:30
  • ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁରୁ ପର୍ନଜୀବିତ କରିଛନ୍ତି।ଓ ଯଦି ପରମେଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତ ରେ ଅଛି, ତା' ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ଯ ସେ ତାହାଙ୍କର ଆତ୍ମାଙ୍କ ଦ୍ବରା ଜୀବନ ପ୍ରଦାନ କରିବେ।
    ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:11
  • କିନ୍ତୁ ଶାସ୍ତ୍ରମାନଙ୍କ ରେ ଏହିପରି ଲଖାେ ଅଛି : କିନ୍ତୁ ପରମେଶ୍ବର ଆତ୍ମାଙ୍କ ମାଧ୍ଯମ ରେ ଏହି ନିଗୂଢ଼ ବିଷୟମାନ ଆମକୁ ଦଖାଇେ ଦଇେଛନ୍ତି।
    କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:9-10
  • ତୁମ୍ଭମାନେେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନେେ ପରମେଶ୍ବରଙ୍କ ମନ୍ଦିର ଅଟ, ଏବଂ ପରମେଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଠା ରେ ବାସ କରନ୍ତି।
    କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:16
  • କିନ୍ତୁ ଆମ୍ଭ ପାଇଁ ଜଣେ ପରମେଶ୍ବର ଅଛନ୍ତି। ସେ ଆମ୍ଭର ପରମପିତା। ସମସ୍ତ ବିଷୟ ତାହାଙ୍କଠାରୁ ଆ ସେ, ଓ ଆମ୍ଭେ ତାହାଙ୍କ ପାଇଁ ଜୀବିତ ଅଛୁ। ପ୍ରଭୁ କବଳେ ଜଣେ। ସେ ଯୀଶୁଖ୍ରୀଷ୍ଟ ଅଟନ୍ତି। ପ୍ରେତ୍ୟକକ ବିଷୟ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ନିର୍ମିତ, ଓ ସେ ଆମ୍ଭମାନଙ୍କୁ ଜୀବନ ଦଇେଛନ୍ତି।
    କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 8:6
  • ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା, ଭଦ୍ରତା ଓ ଆତ୍ମ-ସଂୟମ। ଏହି ବିଷୟଗୁଡ଼ିକ ଠିକ୍ ନୁହେଁ ବୋଲି କୌଣସି ନିୟମ କହିପାରିବ ନାହିଁ।
    କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 5:22-23
  • କାରଣ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ହିଁ, ଏକ ଆତ୍ମା ହାଇେ ପରମପିତା ପାଖକୁ ୟିବାର ଅଧିକାର ଆମ୍ଭକୁ ମିଳିଲା।
    କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:18
  • ଶରୀର ଏକ, ପବିତ୍ର ଆତ୍ମା ମଧ୍ଯ ଏକ। ପରମେଶ୍ବର ତୁମ୍ଭମାନଙ୍କୁ ଏକ ଭରସା ପାଇବା ପାଇଁ ଡ଼ାକି ଥିଲେ। ପ୍ରଭୁ ଏକ, ବିଶ୍ବାସ ଏକ ଓ ବାପ୍ତିସ୍ମ ମଧ୍ଯ ଏକ। ପରମେଶ୍ବର ଜଣେ ଓ ସେ ହେଉଛନ୍ତି ପ୍ରେତ୍ୟକକ ବିଷୟର ପିତା। ସେ ସମସ୍ତଙ୍କୁ ଶାସନ କରନ୍ତି, ଓ ସମସ୍ତଙ୍କର ସ୍ବାମୀ ଅଟନ୍ତି। ସେ ସବୁଠା ରେ ଓ ସମସ୍ତଙ୍କ ଅନ୍ତର ରେ ଅଛନ୍ତି।
    କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:4-6
  • ଆମ୍ଭ ପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
    ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:2
  • ନିଜ ଜୀବନ ରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ଚିନ୍ତା ଓ ଆଚରଣ କର। ଖ୍ରୀଷ୍ଟ ନିଜେ ସର୍ବୋତଭାବରେ ପରମେଶ୍ବରଙ୍କ ସାଦୃଶ୍ଯ ଥିଲେ। ପରମେଶ୍ବରଙ୍କ ସହିତ ସମାନ ହାଇେ ରହିବା ବିଷୟକୁ ସମ୍ପତ୍ତି ଭାବରେ ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କଲେ ନାହିଁ। ସେ ପରମେଶ୍ବରଙ୍କ ସହିତ ଥିବା ନିଜ ସ୍ଥାନକୁ ଛାଡ଼ି ଦାସ ରୂପ ଗ୍ରହଣ କରିଥିଲେ। ସେ ମାନବ ରୂପରେ ଜନ୍ମ ଗ୍ରହଣ କରି ଦାସ ଭଳି ହେଲେ। ମନୁଷ୍ଯ ଭାବରେ ଜୀବନ ଯାପନ କଲା ବେଳେ ସେ ପୂର୍ଣ୍ଣ ଭାବରେ ପରମେଶ୍ବରଙ୍କ ଆଜ୍ଞକାରୀ ହାଇେ ନିଜକୁ ନମ୍ର କଲେ। ଏପରିକି କ୍ରୁଶ ରେ ମୃତ୍ଯୁ ପର୍ୟ୍ଯନ୍ତ ନିଜକୁ ବାଧ୍ଯ ଓ ନମ୍ର କଲେ।
    ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:5-8
  • କୌଣସି ଲୋକ ପରମେଶ୍ବରଙ୍କୁ ଦେଖି ପା ରେ ନାହିଁ। କିନ୍ତୁ ଖ୍ରୀଷ୍ଟ ଠିକ ପରମେଶ୍ବରଙ୍କ ଭଳି। ଖ୍ରୀଷ୍ଟ ସମସ୍ତ ସୃଷ୍ଟ ବିଷୟଗୁଡ଼ିକର ଶାସକ ଅଟନ୍ତି।6 ତାହାଙ୍କର ଶକ୍ତି ରେ ସମସ୍ତ ବିଷୟଗୁଡ଼ିକର ଉତ୍ପତ୍ତି ସ୍ବର୍ଗର ଓ ପୃଥିବୀର ବିଷୟ, ଦୃଶ୍ଯ ଓ ଅଦୃଶ୍ଯ ବିଷୟ ସବୁ, ସମସ୍ତ ଆଧ୍ଯାତ୍ମିକ ଶକ୍ତି, ଅଧିକାରୀଗଣ, ପ୍ରଭୁଗଣ ଓ ଶାସକଗଣ। ସବୁ ବିଷୟଗୁଡ଼ିକ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଓ ତାହାଙ୍କ ପାଇଁ ନିର୍ମିତ। ସମସ୍ତ ବିଷୟ ସୃଷ୍ଟି ହବୋ ପୂର୍ବରୁ ଖ୍ରୀଷ୍ଟ ଥିଲେ। ସମସ୍ତ ବିଷୟର ଆସ୍ତିତ୍ବ, ତାହାଙ୍କ ହତେୁ ରହିଛି।
    ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:15-17
  • ପରମେଶ୍ବର ଖ୍ରୀଷ୍ଟଙ୍କଠା ରେ ପାର୍ଥିବ ଶରୀର ଧାରଣ କରି ବାସ କଲେ।
    ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:9
  • ଖ୍ରୀଷ୍ଟଙ୍କର ର୍ଧୈୟ୍ଯ ଓ ପରମେଶ୍ବରଙ୍କ ପ୍ ରମେ ପଥରେ ତୁମ୍ଭମାନଙ୍କ ହୃଦୟ ଅଗ୍ରସର ହବୋ ନିମନ୍ତେ ସେ ତୁମ୍ଭମାନଙ୍କୁ ପରିଚାଳିତ କରିବେ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।
    ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:5
  • କବଳେ ଜଣେ ମାତ୍ର ପରମେଶ୍ବର ଅଛନ୍ତି। ମଣିଷ ପାଇଁ ପରମେଶ୍ବରଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଜଣେ ମାତ୍ର ମଧ୍ଯସ୍ଥ ଅଛନ୍ତି। ସହେି ମଧ୍ଯସ୍ଥ ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଜଣେ ମଣିଷ।
    ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:5
  • ପରମେଶ୍ବର ଆମ୍ଭକୁ ଉଦ୍ଧାର କରି ନିଜର ପବିତ୍ର ଲୋକ କରିଛନ୍ତି। ଆମ୍ଭମାନଙ୍କର ନିଜ ବଳ ରେ ତାହା ହାଇେ ନାହିଁ। ବରଂ ପରମେଶ୍ବର ନିଜେ ଇଚ୍ଛାକରି ଓ ନିଜର ଅନୁଗ୍ରହ ଦ୍ବାରା ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଓ ନିଜ ଲୋକ କରିଛନ୍ତି। ସହେି ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ଆମ୍ଭକୁ ଅନାଦି କାଳରୁ ମିଳିଛି।
    ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:9
  • ଆମ୍ଭର ମହାନ୍ ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆସିବା ବାଟକୁ ଗ୍ଭହିଁ ରହିଥିଲାବେଳେ ଆମ୍ଭେ ଏହିଭଳି ରହିବା ଦରକାର। ସେ ଆମ୍ଭମାନଙ୍କର ମହାନ୍ ଭରସା ଓ ସେ ଗୌରବରେ ଆସିବେ।
    ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:13
  • ସେ ପରମେଶ୍ବରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସହେି ପୁତ୍ର ନିଜର ଶକ୍ତିୟୁକ୍ତ ବାକ୍ଯ ଦ୍ବାରା ପ୍ରେତ୍ୟକକ ବିଷୟକୁ ଧରି ରଖିଛନ୍ତି। ସହେି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସମାନଙ୍କେୁ ପବିତ୍ର କଲେ। ତା'ପରେ ସେ ସ୍ବର୍ଗସ୍ଥ ମହାମହିମ ପରମେଶ୍ବରଙ୍କ ଡ଼ାହାଣପଟ ରେ ବସିଲେ।
    ଏବ୍ରୀମାନଙ୍କ ନିକଟକୁ ପତ୍ର 1:3
  • କିନ୍ତୁ ପରମେଶ୍ବର ନିଜ ପୁତ୍ର ବିଷୟ ରେ କୁହନ୍ତି :
    ଏବ୍ରୀମାନଙ୍କ ନିକଟକୁ ପତ୍ର 1:8
  • ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପା ରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ବାରା ଆପଣାକୁ ନିଖୁଣ ବଳିସ୍ବରୂପେ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ୟ୍ଯରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦବେ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ଯ ପବିତ୍ର କରିବ। ଆମ୍ଭେ ପବିତ୍ର ହାଇେ ଜୀବନ୍ତ ପରମେଶ୍ବରଙ୍କର ସବୋ କରିପାରିବା।
    ଏବ୍ରୀମାନଙ୍କ ନିକଟକୁ ପତ୍ର 9:14
  • ଯୀଶୁଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି।
    ଏବ୍ରୀମାନଙ୍କ ନିକଟକୁ ପତ୍ର 13:8
  • ଯୀଶୁଖ୍ରୀଷ୍ଟଙ୍କର ଜଣେ ପ୍ ରରେିତ ପିତରଙ୍କଠାରୁ ପନ୍ତ, ଗାଲାତିଆ, କା'ାଦକିଆ, ଆସିଆ ଓ ବୀଥୂନିଆ ଅଞ୍ଚଳ ରେ ସର୍ବତ୍ର ଛିନ୍ନଭିନ୍ନ ହାଇେଥିବା ପରମେଶ୍ବରଙ୍କ ମନୋନୀତ ଲୋକମାନଙ୍କୁ ପତ୍ର। ପରମେଶ୍ବର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହବୋ ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ବାରା ପବିତ୍ର ହାଇେ ତୁମ୍ଭେ ଯେପରି ପରମେଶ୍ବରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଚାହିଁଥିଲେ। ଈଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବତ୍ତୁର୍।
    ପିତରଙ୍କ ପ୍ରଥମ ପତ୍ 1:1-2
  • ବର୍ତ୍ତମାନ ତୁମ୍ଭମାନଙ୍କୁ ସହେି ସମ୍ବନ୍ଧ ରେ କହିବୁ ଯାହା ଆମ୍ଭମାନେେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ବାରା ତୁମ୍ଭମାନେେ ଆମ୍ଭର ସହଭାଗୀ ହାଇପୋରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ଯ ସହଭାଗୀ।
    1 ଯୋହନଲିଖିତ ସୁସମାଚାର 1:3
  • ଯୀଶୁଙ୍କ ବିଷୟ ରେ ଆମ୍ଭକୁ ତିନିଜଣ ସାକ୍ଷ୍ଯ ଦିଅନ୍ତି ; ପବିତ୍ର ଆତ୍ମା, ଜଳ ଓ ରକ୍ତ। ଏହି ତିନିଜଣଙ୍କ ସାକ୍ଷ୍ଯ ଏକ ଅଟେ।
    1 ଯୋହନଲିଖିତ ସୁସମାଚାର 5:7-8
  • ଆମ୍ଭେ ଏହା ମଧ୍ଯ ଜାଣୁ ଯେ, ପରମେଶ୍ବରଙ୍କ ପୁତ୍ର ଆସି ଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ବରଙ୍କୁ ଜାଣିପାରୁ। ସହେି ପରମେଶ୍ବର ସତ୍ଯ ଅଟନ୍ତି। ସହେି ସତ୍ଯମୟ ପରମେଶ୍ବର ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠା ରେ ଆମ୍ଭମାନଙ୍କର ଜୀବନ ଅଛି।
    1 ଯୋହନଲିଖିତ ସୁସମାଚାର 5:20
  • ପ୍ରଭୁ ପରମେଶ୍ବର କହନ୍ତି, ମୁଁ "ଆରମ୍ଭ ଓ ଶଷେ" ("ଆଲ୍ଫା" ଓ "ଓମଗୋ") ମୁଁ ବର୍ତ୍ତମାନ ଅଛି, ଅତୀତ ରେ ଥିଲି ଓ ଭବିଷ୍ଯତ୍ ରେ ମଧ୍ଯ ରହିଥିବି। ମୁଁ ସର୍ବଶକ୍ତିମାନ।"
    ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:8