ଅଧ୍ୟାୟ 24

ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
2 ସଦାପ୍ରଭୁ, ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।
3 କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ୟାଇପାରିବ ? କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରିପାରିବ ?
4 ଯେଉଁ ଲୋକମାନେ କବେେ କିଛି ମନ୍ଦ କାର୍ୟ୍ଯ କରି ନାହାଁନ୍ତି, ୟାହାଙ୍କର ହୃଦଯ ଓ ମନ ନିର୍ମଳ, ଯେଉଁ ଲୋକମାନେ ମାରେ ନାମର ଅସତ୍ଯ ବ୍ଯବହାର କରି ନାହଁନ୍ତି ଯେଉଁ ମିଥ୍ଯା କହନ୍ତି ନାହିଁ କି ମିଥ୍ଯା ପ୍ରତିଶ୍ରୁତି ଦିଅନ୍ତି ନାହିଁ, କବଳେ ସହେି ଲୋକମାନେ ସଠାେରେ ଉପାସନା କରିପାରିବେ।
5 ଉତ୍ତମ ବ୍ଯକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି। ସମାନେେ ପରମେଶ୍ବରଙ୍କୁ ୟିଏ କି ସମାନଙ୍କେ ଉଦ୍ଧାର କର୍ତ୍ତା, ସମାନଙ୍କେ ପାଇଁ ଭଲ କାର୍ୟ୍ଯ କରିବାକୁ ଅନୁରୋଧ କରନ୍ତି।
6 ସହେି ଉତ୍ତମ ବ୍ଯକ୍ତିମାନେ ସର୍ବଦା ପରମେଶ୍ବରଙ୍କ ପନ୍ଥା ଅନ୍ବଷେଣ କରନ୍ତି। ସମାନେେ ୟାକୁବର ପରମେଶ୍ବରଙ୍କ ନିକଟକୁ ୟାଆନ୍ତି।
7 ହେ ନଗର ଫାଟକ ତୁମ୍ଭର ମସ୍ତକ ଟକେ। ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମଯ ରାଜା ପ୍ରବେଶ କରିବେ।
8 କିଏ ସହେି ଗୌରବମଯ ରାଜା ? ସଦାପ୍ରଭୁ ହିଁ ସହେି ରାଜା ଅଟନ୍ତି। ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା। ସଦାପ୍ରଭୁ ହେଉଛନ୍ତି ସହେି ରାଜା ୟିଏ ଜଣେ ୟୁଦ୍ଧଜଯୀ ବୀର ଅଟନ୍ତି।
9 ହେ ଫାଟକ ସବୁ ଖାଲିେ ୟାଅ। ହେ ପ୍ରାଚୀନ ଦ୍ବାର ସବୁ ଖାଲିେ ଦିଅ ଏବଂ ଗୌରବମଯ ରାଜା ପ୍ରବେଶ କରିବେ।
10 କିଏ ସହେି ଗୌରବମଯ ରାଜା ? ସୈନ୍ଯାଧିପତି ସଦାପ୍ରଭୁ ସହେି ଗୌରବମଯ ରାଜା ଅଟନ୍ତି।